ଝଙ୍କେଇବା
ଝଙ୍କେଇବା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଦେଶଜ - କ୍ରି.—(ସଂସ୍କୃତ - ଧକ୍ ଧାତୁ=ନାଶନ) ସମ୍ପାଦନା
- ୧. ଝାଙ୍କିବା; ଦୋହଲାଇବା —
ଅନୁବାଦ ସମ୍ପାଦନା
୧. To shake down or jerk.
- ୨. ଶସ୍ୟାଦି କ୍ଷୁଦ୍ର ପଦାର୍ଥ ଥିବା ପାତ୍ର ବା ଅଖାକୁ ଦୋହଲାଇବା — ୨. To shake a bag or basket (as of grains), so as to cause the contents to lie closer or occupy less space inside it.
- ୩. (ଗଛ ଲତା) ପତ୍ର ଓ ଶାଖା ବହୁଳତାଦ୍ୱାରା ବିସ୍ତୃତି ଲାଭ କରିବା —୩. (a tree or creeper) To spread out its leaves anbd branches.