ଝଙ୍କି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧୂକ୍ଷ ଧାତୁ=କ୍ଳେଶନ) ସମ୍ପାଦନା

ଏକଜିଦ୍; ଜିଗର; ଝୁଙ୍କି —Pertinacity; obstinacy.

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

ଏକଗୁୟାଁ; ଏକଜିଦିଆ; ଯେ ବ୍ୟକ୍ତି ଆପଣାର କଥାକୁ ବଜାୟ ରଖିବାକୁ କୌଣସି ଯୁକ୍ତିତର୍କ ମାନେ ନାହିଁ —Headstrong; pertinacious; obstinate.