ଝଗଡ଼
ଝଗଡ଼
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ - ସମ୍ପାଦନା
ରାଜାଙ୍କର ସ୍ୱାନନୀତ — Bath of kings.
ଦେଶଜ - ବିଶେଷ୍ୟ - ସମ୍ପାଦନା
- ୧. କୃଷ୍ଣଚୂଡ଼ା ଗଛ — ୧. The gold-mohur tree.
[ଦ୍ରଷ୍ଟବ୍ୟ —ଏହାର ଫୁଲ ତୋଫା ନାଲ ଓ ପେନ୍ଥିପେନ୍ଥି]
- ୨. ଝଗଡ଼ା (ଦେଖ) - ୨. Jhagaṟlḍ̠ā (See)
- ୩. ଜଞ୍ଜାଳ —୩. Complications.
ଦେଶଜ - ବିଶେଷଣ - ସମ୍ପାଦନା
- ୧. ଜଞ୍ଜାଳଗ୍ରସ୍ତ —୧. Complicated.
ଏଣୁ କରି ଉଦେ ସନ୍ଧ୍ୟା ବୈଷ୍ଣବର ଦୃଢ଼ ନ ପାରନ୍ତି ଗୃହଜନେ ବିଷୟ ଝଗଡ଼ ପ୍ରାଚୀ. ଶ୍ରୀ ଗୁରୁଭକ୍ତିଗୀତ
- ୨. ଭ୍ରାନ୍ତିପୂର୍ଣ୍ଣ —୨. Full of mistakes or errors.
ଝଗଡ଼ ବାଟେ ପଶିଲେ ମୂର୍ଖେ ହେବେ ଭ୍ରମି ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି