ଜୋଖିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - (ସଂସ୍କୃତ - ଜୁଷ ଧାତୁ=ତର୍କଣା କରିବା; ଅନୁମାନ କରିବା) ସମ୍ପାଦନା

୧. ଗଣନାକରିବା; ହିସାବ ମିଳାଇବା — ୧. To square up an account.
୨. ମୋଟାମୋଟି ପରିମାଣ କରିବା — ୨. To make a rough or tentative estimate or account.
୩. ଉପମାଦେବା; ସ୍ଥୂଳତଃ ତୁଳନା କରିବା — ୩. To compare roughly.
୪. (ସଂସ୍କୃତ - ଯୁଜ ଧାତୁ; ଯୋଜନ) ଜୋଡ଼ିବା — ୪. To unite.
୫. କୌଣସି ବସ୍ତୁକୁ ଅନ୍ୟ ବସ୍ତୁରେ ଯୋଗ କରିବା — ୫. To join a thing to another.