ଜିଭନାଳଚା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଜିଭନାଳିଚା—ଅନ୍ୟରୂପ)

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଜିହ୍ୱାଲାଳସା) ସମ୍ପାଦନା

ଖାଦ୍ୟପ୍ରତି ଲାଳସା; ସ୍ୱାଦଲୋଲୁପତା —Hankering after dainties.

ଗ୍ରାମ୍ୟ - ବିଶେଷଣ - ପୁଂ. (ସଂସ୍କୃତ - ଜିହ୍ୱଳ) ସମ୍ପାଦନା

ଖାଦ୍ୟ ପ୍ରତି ଅତିରିକ୍ତ ଲାଳସାଯୁକ୍ତ; ସ୍ୱାଦଲୋଲୁପ Hankering after dainties or particular articles of food.