ଜିଜ୍ଞାସିତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷଣ - (ଜ୍ଞା ଧାତୁ+ଇଚ୍ଛାର୍ଥରେ. ସନ୍=ଜିଜ୍ଞାସ୍ ଧାତୁ) +କର୍ମ. ତ) ସମ୍ପାଦନା

୧. ଯାହାକୁ ପ୍ରଶ୍ନ କରାଯାଏ — ୧. (a person) Questioned; asked.
୨. ଯେଉଁ ବିଷୟରେ ପ୍ରଶ୍ନ କରାଯାଏ —୨. (a matter) Enquired after; sought after.