ଜହରାତ୍

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଆରବୀ - ଜହର; ଜଓହର୍; ଜବହୀର୍ (ଫା) ଗଓହର; ତୁଳ. ସଂସ୍କୃତ - ଗହ୍ୱର)

ସମ୍ପାଦନା
୧. ଖଣିଜ ବହୁମୂଲ୍ୟ ପ୍ରସ୍ତର; ବହୁମୂଲ୍ୟ ମଣିମୁକ୍ତାଦି — ୧. Jewels; gems.
୨. ମଣିମୁକ୍ତାଖଚିତ ଅଳଙ୍କାର — ୨. Jewellery; ornaments set with gems.