ଜର୍ଦା
ଜର୍ଦା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ ସମ୍ପାଦନା
ବୈଦେଶିକ - ବିଶେଷ୍ୟ - (ଫା) ସମ୍ପାଦନା
- ୧. (ମୁସଲମାନଙ୍କର ଖାଦ୍ୟ) ସୁବାସିତ ହଳଦିଆ ଭାତ —A kind of rice boiled with turmeric.
[ଦ୍ରଷ୍ଟବ୍ୟ —ପ୍ରଥମେ ଚାଉଳରେ ହଳଦି ମିଶାଇ ତାକୁ ସିଝାଇ ପେଜ ଗାଳି ସେଥିରେ ଘିଅ, ମିଠା ଓ ମସଲା ଗୋଳାଇ ଏହା ତିଆରି କରାଯାଏ ]
- ୨. ପାନ ସଙ୍ଗେ ଖାଇବା ପାଇଁ ସୁଗନ୍ଧିତ ତମାଖୁ ଗୁଣ୍ଡା; ସୁର୍ତୀ —୨. A kind of sweet-scented tobacco-preparation chewed with betel.
- ୩. ହଳଦିଆ ଘୋଡ଼ା —୩. Yellow-skinned horse.
- ୪. ଏକ ପ୍ରକାର ହଳଦିଆ ଛିଟ — ୪. A kind of yellow chintz.
ଜର୍ଦା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ବୈଦେଶିକ - ବିଶେଷ୍ୟ - ସମ୍ପାଦନା
ଜରଦା (ଦେଖ) - Jaradā (See)