ଜରାତୁର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଜରାତୁରା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (୩ୟା ତତ୍; ଜରା+ଆତୁର) ସମ୍ପାଦନା

ବୃଦ୍ଧାବସ୍ଥା ଯୋଗୁଁ ଅତି ଦୁର୍ବଳ —Decrepit; infirm on account of old age.