ଜନ୍ମାଇବା

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

(ଜନ୍ମେଇବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -

ସମ୍ପାଦନା
୧. ଜନ୍ମିବାର ଣିଜନ୍ତି ରୂପ — ୧. The causative from of janmibā
୨. ଜାତ କରିବା —୨. To produce.
୩. ଘଟାଇବା —୩. To cause to happen.
୪. ଉଦିତ କରାଇବା — ୪. To cause to rise.