ଜଡ଼ବାଦ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଆଧୁନିକ ଦର୍ଶନପରିଭାଷା) ସମ୍ପାଦନା

ପ୍ରାକୃତ ଦର୍ଶନ; ଯେଉଁ ମତବାଦରେ ଆତ୍ମାର ସ୍ୱତନ୍ତ୍ର ଅସ୍ତିତ୍ୱ ସ୍ୱୀକାର କରାଯାଏ ନାହିଁ; ଦେହାତ୍ମବାଦ — (modern philosophy) Materialism.