ଜଞ୍ଜାଳୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଜଞ୍ଜାଳେଈ—ଅନ୍ୟରୂପେ)

ଦେଶଜ - ବିଶେଷଣ - ସ୍ତ୍ରୀ ସମ୍ପାଦନା

୧. ଯେଉଁ ସ୍ତ୍ରୀ ବିଶେଷ ଅଳି କରେ — ୧. Importunate (woman)
୨. କଳିହିଡ଼ୀ — ୨. Quarrelsome (woman).
୩. ଯେ ବିଶେଷ ଗୋଳମାଳ କରେ — ୩. Troublesome (woman).