ଜଙ୍ଘି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ପାଜାମା —୧. Trousers; drawyers.
୨. ଜଙ୍ଘ —୨. Thigh;

ଜଙ୍ଘିତ ସେହିଠାରେ ଅଛି କେବଳ ଜଂଘିତ ଭାଙ୍ଗିଚ୍ୟନ୍ତି ବଇରୀକୁଳ ବ୍ରଜନାଥ. ସମରତରଙ୍ଗ

ବିଶେଷଣ - ସମ୍ପାଦନା

ଦ୍ରୁତଗାମୀ —Fleet of foot; quick marching.

ପ୍ରାଦେଶିକ - (ସମ୍ୱଲପୁର)ବିଶେଷଣ - ସମ୍ପାଦନା

ସୁଦୀର୍ଘ; ବୃହତ୍ —Big; large.