ଜଘ୍ନି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ହନ ଧାତୁ+କର୍ତ୍ତୃ. ଇ) ସମ୍ପାଦନା

୧. ବଧକାରୀ; ଘାତକ (ହିନ୍ଦୀ - ଶବ୍ଦସାଗର) — ୧. An assassin.
୨. (+ କରଣ. ଇ)—ଯେଉଁ ଅସ୍ତ୍ରଦ୍ୱାରା ବଧ କରାଯାଏ (ହିନ୍ଦୀ - ଶବ୍ଦସାଗର) —୨. The instrument with which killing is done.