ଜଗୁପ୍ସକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଜୁଗୁପ୍ସିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଗୁପ୍ ଧାତୁ ନିନ୍ଦାକରିବା+ସ୍ୱାର୍ଥେ ସନ+ଅକ) ସମ୍ପାଦନା

୧. ନିନ୍ଦାକାରୀ; କୁତ୍ସାକାରୀ — ୧. Speaking evil of another; blaspheming.
୨. ଘୃଣାକାରୀ —୨. Detesting.