ଜଗଦ୍ୱିଖ୍ୟାତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଜଗଦ୍ୱିଖ୍ୟାତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଜଗତ୍+ବିଖ୍ୟାତ; ୭ମୀ ତତ୍) ସମ୍ପାଦନା

ବିଶ୍ୱ ବିଶ୍ରୁତ; ଯାହାର ଯଶ ଜଗତ ଯାକ ବିସ୍ତୃତ ହୋଇଅଛି —World-famed.