ଜଗଦଳ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଜଗଦଲ; ଜଗଦଳା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜଗଦ୍ଦଳନ) ସମ୍ପାଦନା

୧. ଅତିଶୟ ଭାରି ପଥର (ଯାହା ନିଜର ଭାରରେ ଜଗତକୁ ଦଳନ କରିପାରେ) — ୧. A heavy stone.

[ ଦ୍ର—ପୂର୍ବେ ଏ ପଥରକୁ ଲୋକଙ୍କ ଛାତିରେ ମଡ଼ାଇ ଲୋକଙ୍କୁ ଦଣ୍ଡ ଦିଆଯାଉଥିଲା ]

୨. ବାହୁର ଅଳଙ୍କାର ବିଶେଷ — ୨. A massive ornament for the arm.