ଜକ୍ଜକ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ଓ ତ୍ରି.ବିଶେଷଣ - (ସଂସ୍କୃତ - ଚକଚକ) ସମ୍ପାଦନା

୧. ଚକଚକିଆ; ଉଜ୍ୱଳ —୧. Dazzing;bright;shining brilliant; glittering.

ଚତନ ଜ୍ୟୋତିର ସେ ହେଉଛି ଜକଜକ କୃଷ୍ଣସିଂହ. ମହାଭାରତ. ଆଦି

୨. ଚିକ୍କଣ;ତୈଳାକ୍ତ —୨. Oily; smooth; glossy.