ଜଉଶାଳ
ଜଉଶାଳ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜତୁଶାଳା) ସମ୍ପାଦନା
- ୧. ଜଉଘର (ଦେଖ) - ୧. Jaughara (See)
- ୨. (ଲକ୍ଷଣାର୍ଥ) ଯେଉଁ ଘରେ ବିଶେଷ ଗ୍ରୀଷ୍ମ ଅନୁଭୂତ ହୁଏ ୨. (figurative) A house in which much heat is felt
(ଯଥା—ସେ ଘରଟା ଜଉଶାଳ ହୋଇଛି)
- ୩. ଚିତ୍ର ଉପରେ ଜଉର ପତଳା ସ୍ତର ବୋଳି ତହିଁ ଉପରେ ଉଷ୍ଣ ଚଟୁର ତ୍ରାସ ଦେଖାଇ ତରଳ ଜଉ ସବୁଆଡ଼େ ବ୍ୟାପିଲା ପରେ ଜଉକୁ ପଛ ଚିତ୍ରରେ ଝଳି ବାହାର କରିବା —୩. Annointing a painting with a layer of lac and brining out its sheen by applying in direct heat to it by holding a hot laddle near it.