ଛଡ଼ାଛଡ଼ି ହେବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. ସମ୍ପାଦନା

୧. ପରସ୍ପରରେ କୌଣସି ଜିନିଷକୁ କାଢ଼ି ନେବା —୧. To mutually snatch away a thing from each other.
୨. ପରସ୍ପରଠାରୁ ପୃଥକ୍ ହେବା —୨. To be separated from each other.
୩. (ଖାଦ୍ୟପଦାର୍ଥ) ଅପର୍ଯ୍ୟାସ୍ତ ଭାବରେ ବଣ୍ଟା ଯାଉଥିବା — ୩. (a food) To be indiscriminatly distributed.