ଛଖଣ୍ଡ
ଛଖଣ୍ଡ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ଛଖଣ୍ଡ
|
ଦେଶଜ - ବିଶେଷଣ - (ସଂସ୍କୃତ - ଷଟ୍+ଖଣ୍ଡ) ସମ୍ପାଦନା
- ୧. ଛଅଖଣ୍ଡ କାଠରେ ପ୍ରସ୍ତୁତ — ୧. Made with six pieces of sticks.
- ୨. ଛଅ ସଂଖ୍ୟକ —୨. Consisting of ୬ pieces; six pieces of.
ଦେଶଜ - ବିଶେଷ୍ୟ - ସମ୍ପାଦନା
କୋକେଇ; ଶ୍ମଶାନକୁ ଶବବହନାର୍ଥ ମଞ୍ଚା (ନିଶୁଣି ପରି) —୧. A ladder-like stretcher (prepared by thing four sticks crosswise on two longer sticks) for carrying the dead body to the cremation ground; bier.
- ୨. ଛଅ ସଂଖ୍ୟକ ଖଣ୍ଡ —୨. Six pieces or bits.