ଛକାଛକ
ଛକାଛକ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ଛକାଛକ
|
ଛକାଛକି, ଛକାପକାଅନ୍ୟରୂପ
ଦେଶଜ - ବିଶେଷଣ - (ସଂସ୍କୃତ - ସତର୍କ) ସମ୍ପାଦନା
- ୧. ଆକ୍ରମଣ ବା ଅନିଷ୍ଟ କରିବା ପାଇଁ ପରସ୍ପର ପରସ୍ପରକୁ ଜଗାଜଗି — ୧. Watching each other for doing any harm or for attaching.
- ୨. ସତର୍କ, ସାବଧାନ — ୨. On the alert; watchful.
- ୩. (ସଂସ୍କୃତ - ଶଙ୍କାଯୁକ୍ତ) କୌଣସି ଦୁର୍ଘଟନା ନିମନ୍ତେ ପ୍ରସ୍ତୁତ — ୩. Prepared or ready for any emergency.
ଦେଶଜ - ବିଶେଷ୍ୟ - ସମ୍ପାଦନା
ସତର୍କତା —Alertness; watchfulness; being in readiness for any emergency.