ଛଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଛାଇ ଯିବା, ଛାଇ ହେବା, ଛାଇହୋଇଯିବାଅନ୍ୟରୂପ

ଦେଶଜ - କ୍ରି—(ସଂସ୍କୃତ - ଛଦ୍ ଧାତୁ) ସମ୍ପାଦନା

ଚାରିଆଡ଼େ ବିସ୍ତୃତ ହେବା ବା ବିସ୍ତାର କରିବା —To be diffused over the whole surface; to spread in all directions (e. g water).

(ଯଥା— ବର୍ଷାପାଣି ଆମ ଗାଁ ଚାରିପାଖ ଛଇ ହୋଇଛି )