ଚିଇଁ

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଅନୁବାଦ

ସମ୍ପାଦନା

(ଚିଁ—ଅନ୍ୟରୂପ)

ଦେଶଜ - ଅ. (ଧ୍ୱନ୍ୟନୁକରଣ)

ସମ୍ପାଦନା
୧. ଚଢ଼େଇ ଛୁଆଙ୍କର ଅସ୍ଫୁଟ ଶବ୍ଦ; ଚେମେଣି ଚଢ଼େଇଙ୍କ ଶବ୍ଦ —୧. Indistinct sound of unfledged young birds or house-bats; chirping sound.
୨. ରୁଗ୍ଣ ଦୁର୍ବଳ ବ୍ୟକ୍ତିର କ୍ଷୀଣ କଣ୍ଠ ସ୍ୱର — ୨. The feeble sound of a weak and sick man.