ଚାହୁଁଚାହୁଁ

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ଅ

ସମ୍ପାଦନା
୧. ହଠାତ୍; ତତ୍କ୍ଷଣାତ୍ — ୧. All on a sudden.

ଦେହ ବୁଦ୍ଧି ଜ୍ଞାନ ହଜେ ଚାହୁଁଚାହୁଁ—ଦାଶରଥି. ବ୍ରଜବିହାର

୨. କେତେକ ସମୟ ଅନ୍ତେ —୨. After a time.