ଚାରିତ୍ରବିନୟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧. ଚରିତ୍ରଦ୍ୱାରା ବିନୀତଭାବ ପ୍ରଦର୍ଶନ; ନମ୍ରତା (ହିନ୍ଦୀ - ଶବ୍ଦସାଗର) —୧. Humility; humbleness of character.
୨. ଶିଷ୍ଟାଚାର; ସୌଜନ୍ୟ (ହିନ୍ଦୀ - ଶବ୍ଦସାଗର) — ୨. Civility; etiquette.