ଚାଞ୍ଚି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ -(ସଂସ୍କୃତ - ଚୋଚ= ନଡ଼ିଆ କତା) ସମ୍ପାଦନା

୧. ନଡ଼ିଆ ବାହୁଙ୍ଗାର ମୂଳରେ ନଡ଼ିଆ ଗଛର ଗଣ୍ଡିକୁ ବେଢ଼ିଥିବା ଜାଲ ଆକୃତିର ବଳ୍ୱଳ; ଚଞ୍ଚୁ —୧. A netlike bark entwining the trunk of a coconut tree at the place whence branches come out.


୨. ପାକଳ ଆମ୍ୱର ନୂତନ ଟାକୁଆର ଦୃଢ଼ ଆବରଣ — ୨. The hard rind formed on the stone of a fully developed mango fruit.
୩. ଚାଞ୍ଚି (ଦେଖ) - ୩. Chān̄chhi (See)



ଚାଞ୍ଚି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ -(ସଂସ୍କୃତ - ତକ୍ଷ ଧାତୁ; ସଂସ୍କୃତ - ଚୋଚ=ବଳକ) ସମ୍ପାଦନା

୧. ଫଳ ବା କାଠରୁ ତଞ୍ଚା ହୋଇଥିବା ଚୋପା ବା ବଳ୍କଳ —Thin scrapings (of bark or rind).
୨. ଚାଞ୍ଚି (ଦେଖ) - —୨. Chān̄chi (See)