ଚର୍ବି
ବିଶେଷ
ଶରୀରରେ ଚମଡ଼ାତଳେ ଜମାହୋଇଥିବା ମେଦ
ପ୍ରତିଶବ୍ଦ ସମ୍ପାଦନା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ବୈଦେଶିକ - ବିଶେଷ୍ୟ - (ଫା) ସମ୍ପାଦନା
- ୧. ମେଦ; ବସା — ୧. Animal fat.
- ୨. ମୃତ ଜୀବର ବସା ତରଳାଯାଇ ପ୍ରସ୍ତୁତ ହେବା ଦ୍ରବ୍ୟ — ୨. Lard; grease.
[ଦ୍ରଷ୍ଟବ୍ୟ —ଏହା ସଫେଦ ବା ଈଷତ୍ ହଳଦିଆ ତୈଳାକ୍ତ ଗାଢ଼ ଦ୍ରବ; ପ୍ରାଣୀମାନଙ୍କ ଦେହରେ ଓ ଗଛ ଭିତରେ ଓ କେତେକ ଫଳରେ ଥାଏ ବୈଦ୍ୟକ ଅନୁସାରେ ଏହା ଶରୀରସ୍ଥ ସପ୍ତଧାତୁରୁ ଏକ; ଏହା ପାଣିରେ ଗୋଳିହୁଏ ନାହିଁ; ଏଥିରେ ମଲମ. ସାବୁନ ମହଣ ବତୀ ହୁଏ ଏହା ଇଞ୍ଜିନର ଗଣ୍ଠିମାନଙ୍କରେ ଦିଆଯାଏ ଓ ତେଲ ପରିବର୍ତ୍ତିରେ ଏହା ବ୍ୟବହୃତ ହୁଏ ]