ଚର୍ଚରା
ଚର୍ଚରା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଦେଶଜ - ବିଶେଷ୍ୟ - ସମ୍ପାଦନା
- ୧. ନଈବଢ଼ି ସମୟରେ କୂଳସ୍ଥ ସମତଳ ବାଲି ଉପରକୁ ଚଞ୍ଚଳ ଚଞ୍ଚଳ ମାଡ଼ିଯିବା ଫେଣାଯୁକ୍ତ ପାଣି — ୧. The foaming flood-water creeping up to a level sanday ground on the shore of the river.
- ୨. ନଈବଢ଼ି ସମୟରେ କୂଳରେ ଲାଗିଥିବା ଫେଣା — ୨. Foam of blood-water creeping to the shore.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷଣ - (ସଂସ୍କୃତ - ଚର୍ଚ୍ଚ ଧାତୁ) ସମ୍ପାଦନା
ଅତିରିକ୍ତ ପରିମାଣରେ ବୋଳାଯାଇଥିବା (ତୈଳାଦି) — (oil etc) Excessively annointed over the body.
ଚର୍ଚରା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଦେଶଜ - ବିଶେଷ୍ୟ - ସମ୍ପାଦନା
ଚରଚ୍ରା (ଦେଖ) - — Charcharā (See)