ଚରିତ୍ରହୀନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଚରିତ୍ରହୀନ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ.— (୩ୟା ତତ୍; ଚରିତ୍ରଦ୍ୱାରା ହୀନ) ସମ୍ପାଦନା

ଅସଚ୍ଛରିତ୍ର; ନଷ୍ଟଚରିତ୍ର; କୁଚରିତ୍ର; ଅନୈତିକ; ସଦ୍ଗୁଣଶୂନ୍ୟ; ଯାହାର ସଦ୍ଗୁଣ ନାହିଁ — Immoral; of bad character; deviod of moral stamina.