ଚରିତ୍ରବାନ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଚରିତ୍ରବତୀ—ସ୍ତ୍ରୀ) 

=== ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଚରିତ୍ର+ଅଛି ଅର୍ଥରେ ବତ୍. ୧ମା.୧ବ)

୧. ସଚ୍ଚରିତ୍ର; ସୁଗୁଣସମ୍ପନ୍ନ —୧. Of good character; of an excellent moral character.
୨. ଯେ ହୋମ ବା ବ୍ରତ କରି ସାରିଅଛି — ୨. One who has already performed a sacrifice (M.W.)