ଚଡ଼ତି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ପଡ଼ତି—ବିପରୀତ)

  • (file)

ପ୍ରାଦେଶିକ - (ମେଦିନୀପୁର) ବିଶେଷ୍ୟ -(ସଂସ୍କୃତ - ଚର ଧାତୁ; ତୁଳ. ବଙ୍ଗାଳୀ - ଚଡ଼ତି) ସମ୍ପାଦନା

୧. ଆରୋହଣ —୧. Riding.
୨. ଉର୍ଦ୍ଧ୍ୱଗମନ —୨. Ascent; rising up.
୩. ବୁଦ୍ଧି; ବଢ଼ିବା —୩. Increase.
୪. ମୂଲ୍ୟବୃଦ୍ଧି —୪. Rise in price.