ଚଟାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ପ୍ରାଦେଶିକ - (ମେଦିନୀପୁର)କ୍ରିୟାପଦ - (ତୁଳ. ହିନ୍ଦୀ - ଚଟାନ) ସମ୍ପାଦନା

(ଚଟିବା କ୍ରିୟାର ଣିଜନ୍ତରୂପ) ରଗାଇବା; ରାଗ କରାଇବା; ଉଚ୍ଚାଟିତ କରିବା — To tease; to make angry; to irritate.

ଦେଶଜ - କ୍ରି. (ଚାଟିବାର ଣିଜନ୍ତରୂପ) ସମ୍ପାଦନା

ଅନ୍ୟ ବ୍ୟକ୍ତିକୁ ଚାଟିବାକୁ ବାଧ୍ୟ କରାଇବା — To cause another to lick; to cause to lap.