ଚଞ୍ଚୂ
ଚଞ୍ଚୂ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଚଞ୍ଚ୍ ଧାତୁ= ଖାଇବା=କରଣ ଉ; ଯାହାଦ୍ୱାରା ପକ୍ଷୀ ଖାଦ୍ୟ ଗ୍ରହଣ କରେ) ସମ୍ପାଦନା
- ୧. ପକ୍ଷୀର ଥଣ୍ଟ —୧. Bill or beak of a bird.
- ୨. ରକ୍ତଏରଣ୍ଡ; ନାଲି ଭେରଣ୍ଡାଗଛ; ନାଲି ଗବଗଛ (ଦ୍ରବ୍ୟଗୁଣ) —୨. The red variety castor seed plant.
- ୩. ମୃଗ; ହରିଣ —୩. Deer.
- ୪. ବର୍ଷାଦିନେ କଅଁଳିବା ଏକପ୍ରକାର ଶାଗ (ହିନ୍ଦୀ - ଶବ୍ଦସାଗର) — ୪. A kind of pot-herb coming out during the rains.
ଦେଶଜ - ବିଶେଷ୍ୟ - ସମ୍ପାଦନା
ଚଞ୍ଚା (ଦେଖ) - — Chan̄chā (See)
ଚଞ୍ଚୂ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ସଂସ୍କୃତ - ବିଶେଷ୍ୟ - ସମ୍ପାଦନା
ଚଞ୍ଚୁ (ଦେଖ) - Chan̄chu (See)