ଚକ୍ରଗତି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧. ଚକ୍ରର ଗତି — ୧. The motion of a wheel; rotation, revolution of a wheel.
୨. ଚକ୍ରାକାରରେ ଗମନ — ୨. Circular movement.