ଚଉ ପଟନାଏକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଚ୍ୟାଉପଟନାଏକ—ଅନ୍ୟରୂପ)

  • (file)
  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

ଓଡ଼ିଶାରେ ରାଜପ୍ରଦତ୍ତ କରଣମାନଙ୍କ ଉପାଧିବିଶେଷ; ଚ୍ୟାଉପଟ୍ଟନାଏକ — A title given to karaṇas by Orissa Rajās.