ଚଉକିଦାରି ଟିକସ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - (ଚଉକିଦାରୀ+ ଇଂରାଜୀ - ଟାକ୍ସ) ସମ୍ପାଦନା

ଚୁଲି— ଟିକସ; ଚଉକିଦାରର ଦରମା ଉଠାଇବା ନିମନ୍ତେ ଗ୍ରାମସ୍ଥ ପ୍ରତ୍ୟେକ ସକ୍ଷମ ଗୃହସ୍ଥଠାରୁ ଆଦୟ ହେବା କର —Village-chowkidari tax.