ଚଅଁରମୁଠା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚମର+ ମୃଷ୍ଟି) ସମ୍ପାଦନା

୧. ପୂଜା କରୁଥିବା ସମୟରେ ପାଲାବାଲାମାନେ ଯେଉଁ ଚଅଁର ବ୍ୟବହାର କରନ୍ତି —୧. Chowrie used by the chanting performers of pālā.
୨. ଚାମରର କେଶଗୁଚ୍ଛ ଏକତ୍ର ବନ୍ଧାଯାଇ ଯେଉଁ ସ୍ଥାନରେ ବେଣ୍ଟ ସଙ୍ଗେ ସଂଯୁକ୍ତ କରାଯାଇଥାଏ — ୨. The place where the root of the tied bunch of hair of a chowrie is linked to the handle.