ଘୋସ୍

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଅନୁବାଦ

ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଆରବୀ - ଗୁସ୍ତ)

ସମ୍ପାଦନା

ଖାଦ୍ୟାର୍ଥ ବ୍ୟବହୃତ ଜୀବମାଂସ — Animal-meat used for food.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୁହ୍ୟାଶୟ)

ସମ୍ପାଦନା
୧. ଫତ୍କୋଚ; ଲାଞ୍ଚ —୧. Bribe.
୨. (ଜାହାଜିଆ ଶବ୍ଦ) ଉପରେ ଦିଗ — ୨. (nautical) Upside; the upper side.

ଦେଶଜ - ଅ. (ଜାହାଜିଆ ଶବ୍ଦ)

ସମ୍ପାଦନା

(ପାଲଟଣା ଡଙ୍ଗା ବା ଜାହାଜରେ ପାଲକୁ ଉପରକୁ ଟାଣି ଦେବାର ଆବଶ୍ୟକ ହେଲେ ନାହୁରି ମାନେ ଏ ଶବ୍ଦ ବ୍ୟବହାର କରନ୍ତି) ପାଲକୁ ଉପରକୁ ଟାଣି ନିଅ — (nautical) Draw the sail upwards.