ଘନଭଞ୍ଜ
ଘନଭଞ୍ଜ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି | (file) |
ଦେଶଜ - ବିଶେଷ୍ୟ - (ନାମ) ସମ୍ପାଦନା
ଜନୈକ ପ୍ରାଚୀନ ଉତ୍କଳୀୟ କବି — An ancient poet Orissa.
[ଦ୍ରଷ୍ଟବ୍ୟ — ଏ ପ୍ରସିଦ୍ଧ କବି ଉପେନ୍ଦ୍ରଭଞ୍ଜଙ୍କର ସମକାଳୀନ ଓ ଘୁମସରର ରାଜା ଥାଇ ପୂରୀ ମହାରାଜାଙ୍କୁ ଯୁଦ୍ଧରେ ବହୁ ସାହାଯ୍ୟ କରି ଥିବାରୁ 'କ୍ଷତ୍ରିୟବର' ଉପାଧି ପାଇଥିଲେ; ତ୍ରୈଲୋକ୍ୟ ମୋହିନୀ ଓ ରସନିଧି କାବ୍ୟଦ୍ୱୟ ଏହାଙ୍କ ରଚିତ ତାରିଣୀ ଚରଣ ଉତ୍କଳ ସାହିତ୍ୟ ଇତିହାସ]