ଘଡ଼ିକେ ପହରକେ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)
(file)
  • (file)
  • (file)

ଦେଶଜ - କ୍ରି. ବିଶେଷଣ - (ସହଚର) ସମ୍ପାଦନା

ବହୁ ସମୟ ବ୍ୟବଧାନରେ — At long intervals.

ଘଡ଼ିକେ ପହରକେ ଗୋଟିଏ ଦୀର୍ଘନିଶ୍ୱାସ ପକାଉଛନ୍ତି ନୀଳକଣ୍ଠ ଦାଶ—ପିଲାଙ୍କ ରାମାୟଣ