ଘଟସୋଧନକାରକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଘଟ=ଶରୀର+ଶୋଧନ+କାରକ) ସମ୍ପାଦନା

ହଠଯୋଗସାଧକଙ୍କର ଶରୀରଶୋଧନାର୍ଥ କୃତ ୬ଟି ପ୍ରକ୍ରିୟା — A collective name for ୬ actions of an ascetic in cleaning the body (M.W.)

[ ଦ୍ର—ଏ ଛଅଟି ପ୍ରକ୍ରିୟା—ଧୌତି, ବସ୍ତି, ନେତୀ ତ୍ରାଟକ, ନୌଳିକ ଓ କପାଳଭାତୀ ]