ଗୋଖି

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷଣ -

ସମ୍ପାଦନା

ଗୋରୁ ଠାରୁ ପ୍ରାପ୍ତ (ଯଥା—ଗୋଖି ଚମଡ଼ା) — Belonging to the cow.

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

ସମ୍ପାଦନା

ଗୋମାଂସ ଓ ଚର୍ବୀ — Beef and cow's lard.

[ ଦ୍ର—ମଇଁଷିଙ୍କ ଗରିଭଙ୍ଗା ରୋଗରେ ଏହା ମଇଁଷିଙ୍କୁ ଖୁଆନ୍ତି ]