ଗୁଲୁଗୁଲୁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ଅ ସମ୍ପାଦନା

୧. ଶିଶୁପରି ସ୍ନିଗ୍ଧ ଦୃଷ୍ଟିପାତ କରିବା — ୧. looking with a graceful glance like a child.
୨. କଣ୍ଡୁ; ଗଲଗଲ; ସଲସଲ — ୨. Itchinhg sensation.
୩. ଶିଶୁମାନଙ୍କର ଗୂଲୁରୁଗୁଲୁରୁ ବା ଦରୋଟି କଥା କହିବାର ମଧୁର ଶବ୍ଦ —୪. Sweet sound of children's lisping words.