ଗୁଲତରାସ୍
ଗୁଲତରାସ୍
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ ସମ୍ପାଦନା
ବୈଦେଶଜ - ବିଶେଷ୍ୟ - (ଫା) ସମ୍ପାଦନା
- ୧. ଯେଉଁ କତୁରୀଦ୍ୱାର ବତିର ଜଳିଯିବା ଅଂଶ (ଗୁଲ) କଟାଯାଏ —୧. Scissors used for cropping the burnt portion of wicks.
- ୨. ବତିର ଗୁଲି କାଟିବା ଚାକର —୨. Servant whose duty is to crop the burnt portion of wicks.
- ୩. ବଗିଚାରେ ଗଛର ଆଗକୁ କାଟିବା ଛାଣ୍ଟିବା କତୁରୀ — ୩. Scissors used for cutting the tops of plants; pruning scissors.
- ୪. ଯେଉଁ ମାଳି ବଗିଚାର ଗଛମାନଙ୍କ ଅଗକୁ କାଟଛଣ୍ଟା କରେ —୪. A servant or Māḻi whose duty ia to prune the plants in a garden.
- ୫. ପଥର ଉପରେ ଫୁଲକାମ ଓ ନକସା ଖୋଳିବା ପାଇଁ ବ୍ୟବହୃତ ବେଣ୍ଟଲଗା ନହୁରଣୀ —୫. A chisel with a wooden handle used for engraving on stone.