ଗୁଲ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶଜ - ବିଶେଷ୍ୟ - (ଫରାସୀ - ଗୁଲ) ସମ୍ପାଦନା

୧. ପୋଡ଼ା ଗୁଡ଼ାଖୁ ଜଳି ଯାଇଥିବା ବଳିତା ବା ପିକାର ଭଗ୍ନାଶଂ —୧. The ashes of burnt Guṟḍ̠ākhu and cigar.

ଗୁଡ଼ାଖୁ ଗୁଲ, ମଦତ ଓ ଗଞ୍ଜେଇ ପାଉଁଶ ଫକୀରମୋନ. ଛମାଣଆଠଗୁଣ୍ଠ

୨. ବଳିତାର ଯେଉଁ ଅଂଶ ଜଳି ସାରି ପାଉଁଶ ହୋଇଥାଏ — ୨. Burnt up portion of a wick.
୩. ଅଗ୍ନିକଣା —୩. Particles of fire.

ଗ୍ରାମ୍ୟ - ବିଶେଷ୍ୟ - (ଶିଶୁରଞ୍ଜନ ବଚନ) ସମ୍ପାଦନା

ଶିଶୁବାଳକଙ୍କ ଲିଙ୍ଗ; କସିଆ — An infant's penis (affectionately called so by elders comparing it wath molasses.)