ଗୁଇଁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଖେଳରେ ଅପର ପକ୍ଷକୁ ଗୋପନ କରି ଭଣ୍ଡାଇବା —୧. Unfair means used in a game to win.

ଗୁଇଁ ଥିଲେ ପୁଇଁ ବାହାରି ପଡ଼େ—ଢ଼ଗ

୨. ଓଡ଼ିଶାରେ ସ୍ଥାୟୀ ଅଧିବାସୀ ବଙ୍ଗୀୟ ରଙ୍ଗୀଣୀଙ୍କ (ତନ୍ତୀ) ଉପାଧିବିଶେଷ — ୨. A family title of Bengali weavers.

[ଦ୍ରଷ୍ଟବ୍ୟ —ଏମାନେ ଓଡ଼ିଶାରେ ବହୁ ପୁରୁଷ ହେଲା ସ୍ଥାୟୀ ଅଧିବାସୀ ହୋଇ ଓଡ଼ିଆ ପାଲଟି ଯାଇଅଛନ୍ତି]

ପ୍ରାଦେଶିକ - (ମେଦିନୀପୁର) ବିଶେଷ୍ୟ - ସମ୍ପାଦନା

ଚାଳ ଘରର ମଥାନ — The summit of a thatched house.