ଗିରେଇବା

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - କ୍ରିୟାପଦ -

ସମ୍ପାଦନା
୧. ଗିରିବା 'କ୍ରିୟାର' ଣିଦନ୍ତ ରୂପ — ୧. Causative form of Giribā
୨. ତଳେ ପକାଇବା —୨. To cause to fall down; to fell down.
୩. ଦାୟିତ୍ୱ ବା ଦୋଷ ଆଦି କୌଣସି ବ୍ୟକ୍ତି ଉପରେ ପକାଇବା —୩. To lay the blame or fault or responsibility on another's shoulder.
୪. କୌଣସି ବ୍ୟକ୍ତିକୁ ଆପଦରେ ପକାଇବା — ୪. To put a man in difficulty or danger.