ଗାତ୍ରଦାହ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗାତ୍ର+ଦାହ) ସମ୍ପାଦନା

୧. ଦେହ ପୋଡ଼ିବା — ୧. Burning sensation in the skin.


୨. (ଲକ୍ଷଣାର୍ଥ) ମନ ପୋଡ଼ିବା; ଈର୍ଷା ବା କ୍ରୋଧଜନିତ ମାନସିକ ଅଶାନ୍ତି —୨. (figurative) Heart-burning.