ଗରିଆ

ଉଚ୍ଚାରଣ

ସମ୍ପାଦନା
  • (file)

ପ୍ରାଦେଶିକ - (ବାଲେଶ୍ୱର ଓ ସମ୍ୱଲପୁର) ବିଶେଷ୍ୟ - (ସଂସ୍କୃତ - ଗର୍ଗରୀ)

ସମ୍ପାଦନା

ଗରା —A brass water-pitcher.

ଗରିଆ ପୋତି ବତକରିଆ ପିନ୍ଧ—ବାଲେଶ୍ୱର. ପ୍ରବଚନ ଗରିଆ ଉପରେ ଗୋଡଟା ରଖା, ପଚାଇ ପଚାଇ ହଳଦୀ ମଖା ସମ୍ୱଲପୁର. ଢଗ ଋଷି ବୋଇଲେ ଆଗୋ ସ୍ନାନ ପାଇଁ ପାଣି ଗରିଆ ଚାରି ଆଣ ହେ ବୃଦ୍ଧା ତରୁଣି କୃଷ୍ଣସିଂହ. ମହାଭାରତ. ଅନୁଶାସନ